କଟକ ପୌରାଞ୍ଚଳ: କଟକ କେଡିଏ ସେକ୍ଟର-10 ଗ୍ୟାସ୍ ପାଇପଲାଇନ ଅଗ୍ନିକାଣ୍ଡ: ତଦନ୍ତ ନିର୍ଦ୍ଦେଶ
କଟକ କେଡିଏ ସେକ୍ଟର-10ରେ ଗେଲ୍ ଇଣ୍ଡିଆ ପାଇପ୍ଲାଇନ୍ରେ ଅଗ୍ନିକାଣ୍ଡ। ଜଣେ ଆହତ, ଏସ୍ସିବିରେ ଚିକିତ୍ସାଧୀନ। ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ। ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଯାଞ୍ଚ କରୁଛି ଟିମ୍। ଗ୍ୟାସ୍ ସଂଯୋଗ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି।