Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

ରାଉରକେଲା ମ୍ୟୁନିସିପାଲଟି: ବିପିୟୁଟି, ଛେଣ୍ଡ ଠାରେ ଥିବା ଏମ୍ ସି ଏମ୍ ସି /ଏମଆରଏଫ ୟୁନିଟ ଏବେ ତାରକେରା ସ୍ଥାନାନ୍ତର, ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ କମିଶନର

ରାଉରକେଲା ପାଇଁ ଐତିହାସିକ ନିଷ୍ପତ୍ତି ! ବିପିୟୁଟି, ଛେଣ୍ଡ ଠାରେ ଥିବା ଏମ୍ ସି/ଏମଆରଏଫ ୟୁନିଟ ଏବେ ତାରକେରା ସ୍ଥାନାନ୍ତର କରାଯାଇଛି। ଆଜିଠୁ ବିପିୟୁଟି ନିକଟରେ କୌଣସି ବର୍ଜ୍ୟବସ୍ତୁ ପକାଯିବ ନାହିଁ। ସହରକୁ ସଫା ଓ ସୁନ୍ଦର ରଖିବା ପାଇଁ ନିଜ କାର୍ଯ୍ୟାଳୟରେ ଆହ୍ବାନ ଦେଇଛନ୍ତି ରାଉରକେଲା କମିଶନର ଦୀନା ଦସ୍ତଗୀର୍ ।