Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: ଜେଟୁଗୁଡା କ୍ରିକେଟ ମ୍ୟାଚର ଫାଇନାଲ ଦିବସରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ବିଧାୟକ

ଜେଟୁଗୁଡା ଠାରେ ବହୁ ଆଢ଼ମ୍ବର ରେ ଫାଇନାଲ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଯାହାକି ଅଞ୍ଚଳରେ ଭାଇ ଚାରା ବଜାଇ ରଖିବା ସହ ସମସ୍ତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ଏହି ଖେଳର ମୁଖ୍ୟ ଉଦେଶ୍ୟ l ଏହି ଅବସରରେ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ନବରଙ୍ଗପୁର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ନନ୍ଦାହାଣ୍ଡି ଜିଲ୍ଲାପରିଷଦ ଅରୁଣ କୁମାର ମିଶ୍ର ସମେତ ବହୁ ବରିଷ୍ଠ ବିଜେଡି କର୍ମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯାଇଥିଲା l
ନବରଙ୍ଗପୁର ପୋଲିସ ଷ୍ଟେସନ: ଜେଟୁଗୁଡା କ୍ରିକେଟ ମ୍ୟାଚର ଫାଇନାଲ ଦିବସରେ ଯୋଗଦେଲେ ନବରଙ୍ଗପୁର ପୂର୍ବତନ ବିଧାୟକ - Nabarangapur PS News