କୋରାପୁଟ ପରବ ୨୦୨୫ ସରିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତୋରଣ ଜାତୀୟ ରାଜପଥ ଉପରୁ ହଟି ପାରିଲା ନାହିଁ। ଜାତୀୟ ରାଜପଥ ଉପରେ ଭଙ୍ଗା ତୋରଣ ଯୋଗୁଁ ଦୁର୍ଘଟଣା ଘଟିବା ସମ୍ଭାବନା ଦେଖାଯାଇଛି ପ୍ରଶାସନ ତୁରନ୍ତ ଏହିସବୁ ତୋରଣ ଜାତୀୟ ରାଜପଥ ଉପରୁ ହଟାଇବାକୁ ଆଜି ଅପରାହ୍ନ ଚାରିଟା ସମୟରେ ଦାବି କରିଛନ୍ତି କୋରାପୁଟ ବାସିନ୍ଦା ଅଜିତ ପାତ୍ର।