ଆଠମଲ୍ଲିକ: ବାଂଲାଦେଶୀ ଙ୍କୁ ଚିହ୍ନଟ କରିବାକୁ ଦାବିପତ୍ର .ପ୍ରଦାନ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ର ହଣ୍ଡପା , କିଶୋରନଗର , କିଆ କଟା , ଆଠମଲ୍ଲିକ
, ଠାକୁରଗଡ ଥାନା ଅଞ୍ଚଳ ରେ ଏବେ ବାଂଲାଦେଶୀ ସକ୍ରିୟ ହୋଇ ପଡିଛନ୍ତି । ବିଶେଷ କରି ଏହି ଥାନା ଅଞ୍ଚଳ ରେ ଭଡା ରେ ରହି ଅନେକ ବାଂଲାଦେଶୀ ବ୍ୟବସାୟ କରୁଥିବା ସହ ଅପରାଧ ମଧ୍ୟ କରୁଛନ୍ତି । ଯାହାକି ଆଠମଲ୍ଲିକ ଉପଖଣ୍ଡ ଅସୁରକ୍ଷିତ ହୋଇ ପଡିଛି । ସେମାନ ଙ୍କୁ ଶୀଘ୍ର ଚିହ୍ନତ କରିବା ପାଇଁ ବୁଧବାର ଦିନ ଅପରାହ୍ନ 3 ଟା ରେ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ କୁମାର ତାଉଡିଆ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଭାଜପା ର ଜିଲ୍ଲା କୃଷକ ମ