ସୁନ୍ଦରଗଡ ସହର: ସୁନ୍ଦରଗଡ ସ୍ଵୟଂଶାସିତ ମହାବଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡକ୍ଟର ବବିତା ଭିତ୍ରିଆଙ୍କ ଯୋଗଦାନ
ଆଜି ସେପ୍ଟେମ୍ୱର 28 ତାରିଖ ରବିବାର ରାଜ୍ୟ ଶିକ୍ଷା ମନ୍ତ୍ରଣାଳୟର ସ୍ଵତନ୍ତ୍ର ବଦଳି କ୍ରମେ ଡକ୍ଟର ବବିତା ଭିତ୍ରିଆ ଗତ କାଲି ତାଙ୍କ ବଦଳି ନିର୍ଦ୍ଦେଶ ପାଇଥିଲାବେଳେ ଆଜି ପୂର୍ବାହ୍ନରେ ସେ ସୁନ୍ଦରଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଭାବେ ଯୋଗ ଦାନ କରିଛନ୍ତି। ଏହି ମାସ 19 ତାରିଖ ସନ୍ଧ୍ୟାରେ ସମ୍ୱଲପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଦପ୍ତରରୁ ସ୍ଵୟଂଶାସିତ ମହାବିଦ୍ୟାଳୟ ହେବା ନେଇ ଚିଠି ପହଞ୍ଚିଥିଲା। ତେବେ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରଥମ ତଥା ମହିଳା ଅଧ୍ୟକ୍ଷା ଭାବେ ଡକ୍ଟର ବବିତା ଭିତ୍ରିଆଙ୍କ ଯୋଗଦାନକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସ୍ବାଗତ