Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଆଠମଲ୍ଲିକ: ଆମ୍ବୁଲାନ୍ସ ଧକା ରେ ଜଣେ ଗୁରୁତର ହଣ୍ଡପା ଥାନା ବଇଣ୍ଡା ଛକ ନିକଟରେ ରବିବାର ଅପରାହ୍ନ 5 ଟା ରେ ଏକ ଆମ୍ବୁଲାନ୍ସ ଧକା ରେ ଇଛା ପୁର ଗ୍ରାମ ର

Athmallik, Angul | Jan 4, 2026
ହେମନ୍ତ ପ୍ରଧାନ ଜଣେ ଗୁରୁତର ଆହାତ ହୋଇଛନ୍ତି l ଘଟଣା ରୁ ଜଣା ପଡିଛି ଜେ ହେମନ୍ତ ଚାଲି ଚାଲି ଆସୁଥିବା ବେଳେ ଅନୁଗୋଳ ରୁ ଆଠ ମଲ୍ଲିକ ଯାଉଥିବା ଏକ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା l ଫଳରେ ହେମନ୍ତ ଖସି ପଡିବା ସହ ତାଙ୍କ ମୁଣ୍ଡ ରେ ଆଘାତ ଲାଗିଛି l ତାଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରା ଯାଇ ଚିକିତ୍ସା ପାଇ ବଇଣ୍ଡା ମେଡିକାଲ ରେ ଭର୍ତି କରା ଯାଇଛି l