ଚମ୍ପୁଆ: ପୌରପାଳିକା ସୌଜନ୍ୟରେ ବଡବିଲ ସହରରେ ସ୍ୱଚ୍ଛତା ରାଲି ଅନୁଷ୍ଠିତ
ସାରା ରାଜ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ସ୍ଵଚ୍ଚ ଉତ୍ସବ ପାଳନ କରା ଯାଉଥିବା ବେଳେ ଆଜି ବଡବିଲ ପୌରପାଳିକା ସୌଜନ୍ୟରେ ସହର ମଧ୍ୟରେ ସ୍ୱଚ୍ଛତା ରାଲି ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହରିହର ମନ୍ଦିର ଠାରୁ ଏହି ସ୍ୱଚ୍ଛତା ରାଲି ବାହାରି ସହର ପରିକ୍ରମା କରିଥିବା ବେଳେ ଏଥିରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଅନ୍ୟ ଅଧିକାରୀ ଓ ବିଦ୍ୟାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ।