Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଯାଜପୁର: ବ୍ୟାସନଗର ସ୍ଥିତ କେଏନଡିଏ କାର୍ଯ୍ୟାଳୟ ଜମିଜମା ସମସ୍ୟାକୁ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ସମୀକ୍ଷା ବୈଠକ

Jajapur, Jajpur | Oct 23, 2025
ବ୍ୟାସନଗର ସ୍ଥିତ କେଏନଡିଏ କାର୍ଯ୍ୟାଳୟ ଜମିଜମା ସମସ୍ୟାକୁ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ସମୀକ୍ଷା ବୈଠକ ହେଇଯାଇଛି l ବ୍ୟାସନଗର ପୌର ପରିଷଦ ବିଭିନ୍ନ ୱାର୍ଡରେ ଜମିର କିସମ ପରିବର୍ତ୍ତନ ହେଇ ଜଙ୍ଗଲ କିସମ ହେଇଜିବା ହେତୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି l ତେବେ ଜମିର ଜଙ୍ଗଲ କିସମ ପରିବର୍ତ୍ତନ କରିବା ପାଇଁ ଅନେକ ଦିନ ହେବ ସହରବାସି ବିଭିନ୍ନ ମହଲରେ ଦାବି କରୁଛନ୍ତି l ସେପଟେ ଏହି ସମସ୍ୟାର ସମାଧାନ ଉଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କେଏନଡିଏ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି l

MORE NEWS