Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Pmmsy
Diwali2025
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବୌଦ୍ଧ ସଦର: ଚମାପୁରରୁ ସଦାଶିବ ପାତ୍ର ନିଖୋଜ ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଭାଇ

ବୁଧବାର ଦିନ ହରଭଙ୍ଗା ବ୍ଲକ ଚମ୍ପାପୁର ଗ୍ରାମରୁ ସଦାଶିବ ପାତ୍ର ନିଖୋଜ ଘଟଣାକୁ 100 ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିବା ହେତୁ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଖୋଜଙ୍କ ଭାଇ ଅଜିତ ପାତ୍ର l ଅଜିତଙ୍କ ଅଭିଯୋଗ ଅନୁଯାୟୀ ତାଂକର ବଡ ଭାଇ ସଦାଶିବ ଗତ ତା 3.7.2025 ରିଖ ଠାରୁ ଚମ୍ପାପୁର ଗ୍ରାମର ନିଜ ଘରୁ ନିଖୋଜ ଅଛନ୍ତି | ଏ ସମ୍ପର୍କରେ ତାଙ୍କ ପତ୍ନୀ ପୁଷ୍ପା ପାତ୍ର ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି |

MORE NEWS