ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟସେବା ଓ ଟିକାକରଣ ନେଇ ସମୀକ୍ଷା ବୈଠକ
ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା, ମାତୃ-ଶିଶୁ ସ୍ୱାସ୍ଥ୍ୟ ଏବଂ ଟିକାକରଣର ଅଗ୍ରଗତି ନେଇ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଓ କାର୍ଯ୍ୟକ୍ରମର ସୁଚାରୁ ରୂପାୟଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।