Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर

ସିମୁଳିଆ: ଶ୍ୟାମସୁନ୍ଦରପୁର ପଞ୍ଚାୟତ ରେ 40 ରୁ ଉର୍ଦ୍ଧ ହିତାଧିକାରୀ ଭର୍ତ୍ତା ପାଇବାରୁ ବଞ୍ଚିତ

Similia, Balasore | Dec 1, 2025
40 ରୁ ଉର୍ଦ୍ଧ ହିତାଧିକାରୀ ଭର୍ତ୍ତା ନପାଇବାକୁ ନେଇ ପଂଚାୟତ କାର୍ଯ୍ୟଳୟ ଘେରାଉ l ଖଇରା ବ୍ଲକ ଶ୍ୟାମ ସୁନ୍ଦର ପୁର ପଂଚାୟତ କାର୍ଯ୍ୟଳୟ ରେ ପଂଚାୟତ ର 40ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ମାନେ ଗତମାସ ଭର୍ତ୍ତା ପାଇନଥିବାରୁ ଆଜି ସୋମବାର ଅପରାହ୍ନ 3 ଘଟିକା ସମୟରେ ପଂଚାୟତ କାର୍ଯ୍ୟଳୟ ପହଁଚି ଘେରାଉ କରିବା ସହିତ ପଂଚାୟତ ର ସରପଞ୍ଚ ବନୀତା ପ୍ରଧାନ ଙ୍କ ନିକଟରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ସରପଞ୍ଚ ବ୍ଲକ ଥିବା ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ l ବିଭାଗିୟ ଅଧିକାରୀ ଯଥାଶୀଘ୍ର ସମାଧାନ ନେଇ ପ୍ରତିଶୃତି ପରେ ହିତାଧିକାରୀ ମାନେ ଘରକୁ ଯାଇଥିଲେ l