ରେମୁଣା: ରେମୁଣାରେ ବଡ଼ପାଳ ବିଦ୍ୟାଳୟରେ ବିଶାଳ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଓ ସେବା ସଂକଳ୍ପ ଅଭିଯାନ ଅବସରରେ ରେମୁଣାର ବଡ଼ପାଳ ପ୍ରାଥମିକ ବିଦ୍ୟାଳୟରେ ବିଶାଳ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଶିବିରକୁ ଉଦ୍ଘାଟନ କରିଥିଲେ।