Public App Logo
Jansamasya
National
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Pmmsy
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco

ବଡସାହି: ୧୮ନଂ ଜାତୀୟରାଜପଥ ରାଗ୍ଧା ଛକରେ ଚଢାଉକରି ବାଣବୋଝେଇ ପିକଅପ ଭ୍ୟାନ ଜବତ କରିବା ସହିତ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ

Barsahi, Mayurbhanj | Oct 9, 2025
୧୮ନଂ ଜାତୀୟରାଜପଥରେ ପେଟ୍ରୋଲିଂ ସମୟରେ ରାଗ୍ଧାଛକରେ ଏକ ବାଣ ବୋଝେଇ ପିକଅପଭ୍ୟାନ ଜବତ ଘଟଣାରେ ଗୁରୁବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ l ସୂଚନା ମୁତାବକ ବେତନଟୀ ଥାନା ଏଏସଆଇ ପଞ୍ଚାନନ ମହାନ୍ତି ୧୮ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବାବେଳେ ସନ୍ଦେହରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ l ସେଥିରେ ବେଆଇନ ବାଣ ପରିବହନ କରାଯାଉଥିବାରୁ ଗାଡିକୁ ଜବତକରି ୩୬୧ନମ୍ବରରେ ମାମଲା ରୁଜୁ କରାଯାଇଛି l

MORE NEWS