ଚମ୍ପୁଆ: ଧୁକୁଡ଼ି ଥାନା କରଣ ସାହି ଖଣିଜ ଦ୍ରବ୍ୟ ଚୋରାରେ ଚାଲାଣ ବେଳେ ପୋଲିସ କବଜାରେ ପାଞ୍ଚ ଟ୍ରକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସଡିପିଓ
ଧୁକୁଡ଼ି ଥାନା କାରଣ ସାହି ନିକଟରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବେଳେ ପୋଲିସ କବଜାରେ ପାଞ୍ଚ ଟ୍ରକ ଆଜି ଚାରିଟା ରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ବଡ଼ବିଲ ଏସଡିପିଓ