କୋଟପାଡ: କୋଟପାଡ଼ରେ ଦଶହରା ଉତ୍ସବ: ଘରେ ଘରେ ଗାଡ଼ି ପୂଜା ଓ ମଣ୍ଡପରେ ଭକ୍ତଙ୍କ ଭିଡ଼
Kotpad, Koraput | Oct 20, 2026 କୋରାପୁଟ ଜିଲ୍ଲାର କୋଟପାଡ଼ରେ ଧୁମ୍ଧାମ୍ରେ ପାଳିତ ହେଉଛି ଦଶହରା । ବିଜୟାଦଶମୀ ଅବସରରେ ଲୋକେ ନିଜ ଗାଡ଼ି ପୂଜା କରିବା ସହ ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କୁ ଦର୍ଶନ କରିଛନ୍ତି ।