ପାଟଣାଗଡ: କୁଆଁ ବାଉଶ ରେ ଡ଼କାୟତି,ପରିବାର ଙ୍କୁ ବାନ୍ଧି ନେଇ ଗଲେ ଟଙ୍କାସୁନା, ଥାନା ରେ ଅଭିଯୋଗ
ଗତକାଲି ରାତିରେ ପାଟଣାଗଡ଼ ଥାନା ଅନ୍ତର୍ଗତ କୁଆଁ ବାଉଶ ଗ୍ରାମ ର ରମାକାନ୍ତ ସରାଫ ଙ୍କ ଘରକୁ ଡ଼କାୟତ ମାନେ ପସି ଘରେ ଶୋଇ ଥିବା ସରାଫ ଙ୍କ ପତ୍ନୀ ଏବଂ ପୁଅ ଙ୍କୁ ବାନ୍ଧି ଆଲମାରୀ ଭାଙ୍ଗି ୪ଲକ୍ଷ ଟଙ୍କା ସହ ସୁନା ଗହଣା ନେଇ ଯାଇଥିବାର ଅଭିଯୋଗ ସ୍ଥାନୀୟ ଥାନାରେ ହୋଇଛି ।ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଏହାକୁ ନେଇ ସନ୍ଧ୍ୟା ୬ଟା ରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତ୍ୟକ୍ଷଦଶୀ ଘରମାଳିକ ରମାକାନ୍ତ ଙ୍କ ପୁଅ