ପାଟଣାଗଡ: ଗଡ଼ଭିତର ମନ୍ଦିର ରେ ମା ସମ୍ବଲାଇ ଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼
ମହାଳୟା ରେ ରବିବାର ପୂର୍ବାହ୍ନ ରୁ ଗଡ଼ଭିତର ରେ ଥିବା ସମ୍ବଲାଇ ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଛି ।ମା ସମ୍ବଲାଇ ଆଜି ଧବଳମୁଖୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ।ଅପରାହ୍ନ ଚାରିଟା ଯାଏ ଭକ୍ତ ଦର୍ଶନ ପାଇଁ ଲମ୍ବା ଧାଡ଼ି ରେ ଠିଆ ହୋଇ ଥିବାର ଦେଖବାକୁ ମିଲିଥିଲା ।