ସୁନ୍ଦରଗଡ ସହର: ସାଲେପାଲି ସାପ୍ତାହିକ ହାଟରେ ଧରୁଆ ଡିହି ପୋଲିସର ସାଇବର ଅପରାଧ ସଚେତନତା
ଆଜି ଅକ୍ଟୋବର 22 ତାରିଖ ବୁଧବାର ଅପରାହ୍ନ 4 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ସଚେତନତା କାର୍ଯ୍ୟକ୍ରମ। ନିଜକୁ ଓ ନିଜ ସମ୍ପର୍କୀୟଙ୍କ ଜୀବନକୁ ସାଇବର ଅପରାଧୀଙ୍କ ଠାରୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବିଷଦ ଭାବେ ଲୋକଙ୍କୁ ବୁଝାଇ ଛନ୍ତି ଧରୁଆ ଡିହି ପୋଲିସ। ଆଜି ଧରୁଆ ଡିହି ସାପ୍ତାହିକ ହାଟରେ ସମସ୍ତ କ୍ରେତା , ବିକ୍ରେତା ସମସ୍ତଙ୍କୁ ସାଇବର ସଚେତନତା ଲିଫ୍ ଲେଟ ଦେଇଛନ୍ତି। ସାଇବର ଅପରାଧିଙ୍କ ଶିକାର କେହିବି କୌଣସି ମୁହୂର୍ତ୍ତରେ ହୋଇ ପାରନ୍ତି, ସେଥିପାଇଁ ସଚେତନ ଓ ସାହସର ଆବଶ୍ୟକତା ଅଛି।ମୋବାଇଲରେ ଅଜଣା ଲିଙ୍କ କିମ୍ବା ଅଜଣା କଲ ଉପରେ ଭରଷା ନ କରିବା