ସୁକିନ୍ଦା: ସୁକିନ୍ଦା ଖଣି ଅଞ୍ଚଳରେ କାହା ପାଇଁ କୋଟି କୋଟି ଟଙ୍କାର ରୋଜଗାର?
Sukinda, Jajpur | Sep 28, 2026 ସୁକିନ୍ଦା ଖଣିରୁ ଦୈନିକ ୨ରୁ ୫ କୋଟି ଟଙ୍କା ଆୟ ହେଉଥିବା ବେଳେ ଗରିବଙ୍କ ଅବସ୍ଥା କେବେ ସୁଧୁରିବ? ଅଳ୍ପ ସହାୟତା ବାଣ୍ଟି ଜନଦରଦୀ ସାଜିବା ଓ ବାପ-ପୁଅଙ୍କ ବିଶାଳ ଅଟ୍ଟାଳିକା ନିର୍ମାଣକୁ ନେଇ ଏବେ ସରଗରମ ରାଜନୀତି।