Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ବଲାଙ୍ଗୀର: ଜିଲ୍ଲା ପାଣିପାଗର ସଚେତନତା ଜିଲ୍ଲା କୁ ଅରେଞ୍ଚ ୱାର୍ଣି ବଜ୍ରପାତ ଶହ ଭାରି ବର୍ଷା ର ସମ୍ଭାବନା କୁ ନେଇ ସତର୍କ ରହିବାକୁ ପରାମର୍ଶ

Balangir, Balangir | Jul 6, 2025
ବଲାଙ୍ଗୀର ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ସତର୍କତା ଜାରି କରାଯାଇଛି । ମେଟିଓରୋଲଜିକାଲ୍ ସେଣ୍ଟର ଭୁବନେଶ୍ୱର ର ପ୍ରକାଶିତ ଆବହାୱା ପୂର୍ବାନୁମାନ ଅନୁଯାୟୀ, ବଲାଙ୍ଗୀର ରେ ଭାରୀ ବର୍ଷା ସହ ଝଡ଼ ବିଜୁଳି ହେବାର ସମ୍ଭାବନା ରହିଛି । ଜିଲ୍ଲାଟିଏ 'Alert (BE PREPARED TO TAKE ACTION)' ଅଞ୍ଚଳରେ ରଖାଯାଇଛି ଓ ଓରେଞ୍ଚ ୱର୍ଣି ଜାରି କରା ଯାଇଛି ଯାହା ଅର୍ଥ ହେଉଛି ଜନସାଧାରଣ ସଚେତନ ଓ ପ୍ରସ୍ତୁତ ରହିବା ଦରକାର । ବର୍ଷା ସହ 30-40 କିମି ପର୍ଯ୍ୟନ୍ତ ତେଜ ବାତାସ ବହିପାରେ ବୋଲି ଆଜି ଅପରାହ୍ନ ୨ତା ସମୟରେ ଜିଲ୍ଲା ପାଣି ପାଗ ବିଭାଗ ଚେତାବନୀ ଜାରୀ କରିଛି