ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆ ଠାରେ ପଶ୍ଚିମ ଓଡିଶା ସ୍ତରୀୟ କବାଡି ପ୍ରତିଯୋଗିତା ସମ୍ବଲପୁର କବାଡି ପ୍ରିମିୟର ଲିଗ ଉଦଘାଟିତ
ଆଜି ରାତି 7,15 ମିନିଟ୍ ସମୟରେ ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆ ଠାରେ ପଶ୍ଚିମ ଓଡିଶା ସ୍ତରୀୟ କବାଡି ପ୍ରତିଯୋଗିତା ସମ୍ବଲପୁର କବାଡି ପ୍ରିମିୟର ଲିଗ୍ 2025 ଉଦ୍ଘାଟିତ ହୋଇଯାଇଛି। ଏହାକୁ ସମ୍ବଲପୁର କବାଡି କ୍ଲବ ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର 12 ଗୋଟି କବାଡି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଧ କମିସନର ବେଦଭୁଷଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ସମ୍ବଲପୁର କବାଡି କ୍ଲବ ପକ୍ଷରୁ ସଭାପତି ସ