ପ୍ରେସକ୍ଲବ ନିର୍ବାଚନ ସରିବା ପରେ ସଭାପତି ଭାବେ ତ୍ରିବିକ୍ରମ ପ୍ରଧାନ ସମେତ ବିଜୟୀ ପ୍ରାର୍ଥ ମାନେ ମା ସମେଶ୍ୱରୀ ମନ୍ଦିର କୁ ଯାଇ ମା nku ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ l ଏହି ଅବସରରେ ବିଜେପି ନେତା ରାମଦାସ ପଣ୍ଡା ଓ ତାଙ୍କ ସହଯୋଗୀ ମାନେ ବାଜା ବଜାଇ ସେମାନଙ୍କୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା l