ସୋର: SIR 2026 ଭୋଟର ତାଲିକାର ଫାଇନାଲ ପବ୍ଲିକେସନ ସମ୍ବନ୍ଧରେ ଅଧିକାରୀ ମେଳାପ
Soro, Balasore | Sep 21, 2026 ସୋରରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଘନ ସଂଶୋଧନ 2026 ପାଇଁ ଫାଇନାଲ ଭୋଟର ତାଲିକା ସମ୍ପର୍କରେ ସୂଚନା ଦିଆଯାଇଛି। ଜିଲ୍ଲା ପରିଷଦ ଓ ସ୍ଥାନୀୟ ଅଧିକାରୀମାନେ ଏହାରେ ଅଂଶଗ୍ରହଣ କରିଛନ୍ତି।