ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ବାଇପାସ ରେ ଜବରଦଖଲ ଊଚ୍ଛେଦ ବେଳେ ପୋଲିସ ଜନତା ହାତା ହାତୀ, ଧକ୍କା ଖାଇଲେ ପୌରାଧ୍ୟକ୍ଷା
ଆଜି ଦିନ 12 ଘଟିକା ସମୟରେ ଭଦ୍ରକ ବାଇପାସ ଠାରେ ଜବରଦଖଲ ଊଚ୍ଛେଦ ବେଳେ ପୋଲିସ ଜନତା ମୁହାଁ ମୁହିଁ ହୋଇଛନ୍ତି, ଏମିତିକି ପୌରାଧ୍ୟକ୍ଷା ମଧ୍ୟ ଭିଡ ଭିତରେ ରହି ଧକ୍କା ଖାଇଛନ୍ତି, ଉତ୍ୟକ୍ତ ଲୋକେ ଏବେ ବି ଊଚ୍ଛେଦ କୁ ବନ୍ଦ କରି ରଖିଛନ୍ତି, ଏମିତିକି କିଛି ପାରିଷଦ ମଧ୍ୟ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି