Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
usr66911008
#ଜୟପୁର_ନିଖିଳ_ଓଡ଼ିଶା_ପୂର୍ବ_ବିଭାଗ_ଅସ୍ଥାୟୀ_କର୍ମଚାରୀ_ସଂଘ ପକ୍ଷରୁ ଦୀର୍ଘ ୩୨ ବର୍ଷ ଧରି କାର୍ଯ୍ୟରତ ୧୨ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି। #Jeypore #Koraput #Odisha #Employees #JobRegularisation #SalaryIssue #BreakingNews #OdishaNews
Koraput Town, Koraput
| Jul 31, 2026
#ଜୟପୁର_ନିଖିଳ_ଓଡ଼ିଶା_ପୂର୍ବ_ବିଭାଗ_ଅସ୍ଥାୟୀ_କର୍ମଚାରୀ_ସଂଘ
#jeypore
#koraput
#odisha
#employees
#jobregularisation
#salaryissue
#breakingnews
#odishanews
MORE NEWS
ଜୟପୁର ପୋଲିସର ପରିବା ପନିଆଁ ଉପରେ ପ୍ରଶ୍ନ, ଜାତୀୟ ରାଜପଥ ଅବରୋଧ, ସମଷ୍ୟାରେ ସାଧାରଣ ଲୋକ, ଅଚିନ୍ତାରେ ପୋଲିସ,24 ଘଣ୍ଟା ପରେବି ହତ୍ୟାକାରୀକୁ ଗିରଫ କରାଯାଇନଥିବା ରୁ ପରିବାର ଲୋକଙ୍କ ଅସନ୍ତୋଷ, ଗତକାଲି ଛାତ୍ରଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି
Koraput Town, Koraput | Aug 1, 2026
ଜୟପୁର: ପୁଣି ବାରିଣୀପୁଟ ଛକରେ NH 26 ଅବରୋଧ। ରାସ୍ତାରେ ଶବ ରଖି ଧାରଣା ଦେଲେ ମୃତ ଛାତ୍ରଙ୍କ ସମ୍ପର୍କୀୟ। ଗତ କାଲି ମଧ୍ଯ ଅବରୋଧ କରିଥିଲେ #jeypore #koraput
Koraput Town, Koraput | Aug 1, 2026
ଧାନ ବିଲରେ ଗୁଞ୍ଜୁଛି ଆଦିବାସୀ ଗୀତ, ପରମ୍ପରାକୁ ଜୀବନ୍ତ ରଖୁଛନ୍ତି କୋରାପୁଟର ମହିଳା କୋରାପୁଟର ବିଭିନ୍ନ ଅଞ୍ଚଳରେ ବର୍ଷା ଋତୁ ସହ ଆରମ୍ଭ ହୋଇଛି ଧାନରୁଆ କାମ। ଧାନ ବିଲରେ ଏକାଠି ହୋଇ ମହିଳାମାନେ ପାରମ୍ପରିକ ଆଦିବାସୀ ଗୀତ ଗାଇ ଧାନରୁଆ କରୁଛନ୍ତି। ଏହି ସୁର କେବଳ କାମକୁ ସହଜ କରୁନାହିଁ, ବରଂ ପିଢ଼ି ପିଢ଼ି ଧରି ଚାଲିଆସୁଥିବା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖିଛି। ପ୍ରକୃତି, ପରିଶ୍ରମ ଓ ଲୋକସଂସ୍କୃତିର ଏହି ଅନନ୍ୟ ସମନ୍ୱୟ କୋରାପୁଟର ପରିଚୟକୁ ଆହୁରି ସମୃଦ୍ଧ କରୁଛି। ଆପଣଙ୍କ ଅଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଧାନରୁଆ ଗୀତ ଶୁଣିବାକୁ ମିଳେ କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। #Koraput #ଧାନରୁଆ #ଆଦିବାସୀ_ଗୀତ #ପରମ୍ପରା #କୃଷି #OdiaCulture #VoiceOfKoraput
Koraput Town, Koraput | Aug 1, 2026
ଜୟପୁର: ଆଦିବାସୀ ବେଶଭୂଷା ସହିତ ଗ୍ଲାମର ଲୁକ୍। ଆଞ୍ଚଳିକ ପରମ୍ପରାକୁ ଆଧୁନିକ ସଭ୍ୟତାରେ ପ୍ରତିଷ୍ଠିତ କରାଇବା ପାଇଁ ଯୁବ ଗୋଷ୍ଠୀଙ୍କ ପ୍ରୟାସ SUPER GLAM SEASON 2
Koraput Town, Koraput | Aug 1, 2026
#ଶାବର_ଶ୍ରୀକ୍ଷେତ୍ର_ମନ୍ଦିର_ପରିଚାଳନା_କମିଟି ଚୟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଧାର୍ମିକ ଅନୁଷ୍ଠାନକୁ ରାଜନୈତି କରଣ କରାନଯାଉ ବୋଲି ଦାବି। #Koraput #SabaraSrikhetra #TempleCommittee #Odisha #LocalNews
Koraput Town, Koraput | Aug 1, 2026
#ଜୟପୁର_ନିଖିଳ_ଓଡ଼ିଶା_ପୂର୍ବ_ବିଭାଗ_ଅସ୍ଥାୟୀ_କର୍ମଚାରୀ_ସଂଘ ପକ୍ଷରୁ ଦୀର୍ଘ ୩୨ ବର୍ଷ ଧରି କାର୍ଯ୍ୟରତ ୧୨ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ବକେୟା ଦରମା ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି। #Jeypore #Koraput #Odisha #Employees #JobRegularisation #SalaryIssue #BreakingNews #OdishaNews - Koraput Town News