ଆସନ୍ତା 2ଦିନ ପର୍ଯ୍ୟନ୍ତ ବୌଦ୍ଧ ରେ ତାପମାତ୍ରା 9ରହିବ ପାଣି ପାଗବିଭାଗର ସୂଚନା ବୌଦ୍ଧ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତି ହୋଇଛି ସକାଳୁ 8ଘଣ୍ଟା ପର୍ଯ୍ୟନ୍ତ କୁହୁଡି ଦାଙ୍ଗି ରଖିଛି I ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି I ତେବେ ଜିଲ୍ଲା ରେ ଆସନ୍ତା ଦୁଇଦିନ ଯାଇ 9ଡିଗ୍ରୀ ରହିବ ପାଣିପାଗ ବିଭାଗ ପୂର୍ବମାନ କରିଛି