ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଳକ ଅନ୍ତର୍ଗତ ଉପାନ୍ତ ରେ ରହିଥିବା ଅଦିବାସୀ ଅଧୁଷିତ ଦେଓଗାଁ ରେ ଆଜି ଆନନ୍ଦ ଉଲ୍ଲାସର ସହ ସହରାଇ ପର୍ବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ଗୃହପାଳିତ ପଶୁ ମାନଙ୍କୁ ଖଜୁରି ତେଲ ଲଗାଇ ରାକ୍ଷୀ ବାନ୍ଧି ପୂଜା ଅର୍ଚ୍ଚନା କରିଥିଲେ।ପରେ ସମସ୍ତେ ହାଣ୍ଡିଆ ପିଇ ନାଚିଥାନ୍ତି।