ରେମୁଣା: ରେମୁଣା ବ୍ଲକ୍ର ୩୨ ପଞ୍ଚାୟତକୁ ବନ୍ୟା ବିପନ୍ନଙ୍କ ସହାୟତା ନିଥିବା ଦାବି
ପୂର୍ବତନ ବିଧାୟକ ସୁଦର୍ଶନ ଜେନା ରେମୁଣା ବ୍ଲକ୍ରେ ଏମଅଇଙ୍କୁ ଭେଟି ବନ୍ୟା ବିପନ୍ନ ପରିବାରମାନେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସହାୟତା ପାଇବେ ବୋଲି ଦାବି କରିଛନ୍ତି। ରିଲିଫ୍ ବଣ୍ଟନରେ କୌଣସି ରାଜନୈତିକ ହସ୍ତକ୍ଷେପ ନଥିବା ନିଶ୍ଚିତ।