କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ପାଳିତ ହେଲା 'ଅଙ୍ଗନ କା ଉତ୍ସବ 2026', ପିତାଙ୍କ ପାଇଁ ହେଲା ରେସିପି ପ୍ରତିଯୋଗିତା
କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ସାହର ସହ ପାଳିତ ହୋଇଛି ‘ଅଙ୍ଗନ କା ଉତ୍ସବ-2026’। ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ପିତାମାନଙ୍କ ପାଇଁ ରେସିପି ପ୍ରତିଯୋଗିତା ସହ ଶିଶୁଙ୍କ ପୋଷଣ ଓ ଶିକ୍ଷା ଉପରେ ଆଲୋଚନା ହୋଇଛି।