ଫୁଲବାଣୀ ସହର: ପୁନିନାଟ ରୁ ମାରୁତି ସୁଜୁକି କାର ସହ 30କିଲୋ 200 ଗଞ୍ଜେଇ ଜବତ କରିଛି ବାଲିଗୁଡା ପୁଲିସ,
ପୁନିନାଟ ରୁ ମାରୁତି ସୁଜୁକି କାର ସହ 30କିଲୋ 200 ଗଞ୍ଜେଇ ଜବତ କରିଛି ବାଲିଗୁଡା ପୁଲିସ, ଏକ ବିଶେଷ ସୁତ୍ର ରୁ ଖବର ପାଇବା ପରେ ଏହି ଗଞ୍ଜେଇ ଉପରେ ଚଢାଉ କରିଥିଲେ ବାଲିଗୁଡା ପୁଲିସ ଏନେଇ ବାଲିଗୁଡା ଥାନା ରେ 378/2025 ମାମଲା ରୁଜୁ କରାଯାଇଛି ଗିରଫ ହଇଥିବା ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଛି, ଏବଂ ଅଧିକ ତଦନ୍ତ କରାଯାଇଛି