ବଡଚଣା: ଇଚ୍ଛାପୁର ଗଁରେ ଦୀପାବଳି ପାଇଁ ଦୀପର ଚାହିଦା କମିବାକୁ ନେଇ କାରିଗର ଅସନ୍ତୋଷ,ସରକାରୀ ସହାୟତା ପାଇଁ କାରିଗର କଲେ ନିବେଦନ
ଇଚ୍ଛାପୁର ଗଁରେ ଦୀପାବଳି ପାଇଁ ଦୀପର ଚାହିଦା କମିବାକୁ ନେଇ କାରିଗର ଅସନ୍ତୋଷ,ସରକାରୀ ସହାୟତା ପାଇଁ କଲେ ନିବେଦନ l ଇଲେକ୍ଟ୍ରି ଲାଇଟ ଯୋଗୁ ଧୀରେ ଧୀରେ ମାଟି ଦୀପର ଚାହିଦା କମୁଛି l ଯେତିକି ଦୀପ ତିଆରୀ କଲେବି ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ କି ଦୀପ ସେହି ପରିମାଣର ବିକ୍ରି ହେଉନାହିଁ l ଯାହାକୁ ନେଇ ଏବେ କାରିଗର ଅସନ୍ତୋଷ ହେବା ସହିତ ସରକାର ପ୍ରୋତ୍ସାହ୍ନ ଯୋଗେଇ ଦେବା ପାଇଁ ଆଜି ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି karigar