Public App Logo
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

ଧର୍ମଶାଳା: କଳିଙ୍ଗନଗରରେ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Dharmasala, Jajpur | Nov 3, 2025
ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ କପିଳେଶ୍ଵର ମହାବିଦ୍ୟାଳୟ , କପିଳେଶ୍ଵର ହାଇସ୍କୁଲ, ଟାଟା 1 ନଂ ଗେଟ ସମ୍ମୁଖରେ ସାଇବର୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ସୋମବାର ଦିବା 2 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ ସାହୁଙ୍କ ତତ୍ତ୍ଵାବଧାନରେ ଡ଼ୁବୁରୀ କପିଳେଶ୍ଵର ମହାବିଦ୍ୟାଳୟ , କପିଳେଶ୍ଵର ହାଇସ୍କୁଲ, ଟାଟା 1 ନଂ ଗେଟ ସମ୍ମୁଖରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସାଇବର୍ ଅପରାଧୀଙ୍କ ବିଭିନ୍ନ ଠକେଇ କୌଶଳ ସମ୍ପର୍କରେ ଆଲୋଚନା ହୋଇଥିଲା ।