ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ମଣ୍ଡେଇ ମଞ୍ଚରେ ପଞ୍ଚାୟତରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କ ଅଭିଭାଷଣ
ନବରଙ୍ଗପୁର ଜିଲ୍ଲାର ଲୋକ ସଂସ୍କୃତି କଳା, ଏତିହ୍ୟର ପ୍ରତୀକ ଭବ୍ୟ ମଣ୍ଡେଇ ମହୋତ୍ସବ ଶୁକ୍ରବାର ଠାରୁ ମହା ସମାରୋହ ସହକାରେ ଆରମ୍ଭ ହୋଇଛି। ଆଜି ହେଉଛି ତୃତୀୟ ରଜନୀ l ରାତ୍ର ୮ ଘଣ୍ଟା ସମୟରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ରହି ନିଜର ଅଭି ଭାଷଣ ରହିଥିଲେ l