Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭୋଗରାଇ: ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀଙ୍କ ବଦଳି ଘଟଣା , ଥାନାରେ ବିଦାୟ ସମ୍ବର୍ଦ୍ଧନା ଦେଲେ ସାମ୍ବାଦିକ ଓ ବରିଷ୍ଠ ଅଧିକାରୀ

Bhograi, Balasore | Nov 3, 2025
ଭୋଗରାଇ ବ୍ଲକ ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀଙ୍କ ବଦଳି ହେବା ପରେ ସୋମବାର ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି । ଏଥିରେ ସାମ୍ବାଦିକ ,ପୋଲିସ କର୍ମଚାରୀ ସମେତ ବରିଷ୍ଠ ଅଧିକାରୀ ମାନେ ରହି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।