କୋରାପୁଟ ସହର: ଆସନ୍ତା କାଲି କୋରାପୁଟରେ ପ୍ରଧାନମନ୍ତ୍ରୀ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବାସଭବନରେ ସୂଚନା ଦେଇଛନ୍ତି ବିଧାୟକ
ଆସନ୍ତା କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ କୋରାପୁଟ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ନେଇ କୋରାପୁଟ ବାସଭବନରେ ଆଜି ସନ୍ଧ୍ୟା ୭ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ରଘୁରାମ ମାଛ।