ବିଷମକଟକ: 30 ସେପ୍ଟେମ୍ବର ଓଡ଼ିଶା ବନ୍ଦ: ରାୟଗଡ଼ାରେ ଯାତାୟାତକୁ ନେଇ ସତର୍କତା
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୩୦ରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା। ପାଠ୍ୟପୁସ୍ତକ ତ୍ରୁଟି ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ହେବ ବନ୍ଦ। ରାୟଗଡ଼ାରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା। ଯାତ୍ରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ।