କେନ୍ଦ୍ରାପଡା: କେନ୍ଦ୍ରାପଡ଼ା: କଂଗ୍ରେସ ନେତା ଅକ୍ଷୟ କୁମାର ମଲ୍ଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିବ୍ରାଂଶୁ ଲେଙ୍କା
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଗ୍ରାମର କଂଗ୍ରେସ ଯୁବନେତା ବୁଲୁଙ୍କ ପିତା ଅକ୍ଷୟ କୁମାର ମଲ୍ଲିକ ଅସୁସ୍ଥ। ତାଙ୍କ ବାସଗୃହରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ କଂଗ୍ରେସ ନେତା ବିବ୍ରାଂଶୁ ଲେଙ୍କା। ଆଶୁ ଆରୋଗ୍ୟ କାମନା କଲେ ବିବ୍ରାଂଶୁ।