ସୋର: ସୋରରେ ଅବକାରୀ ବିଭାଗର ଚଢ଼ାଉ: 135 ଲିଟର ଦେଶୀ ମଦ ଜବତ, 3 ଗିରଫ
Soro, Balasore | Sep 28, 2026 ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ। ହାତୀଗଡ଼ିଆ, କେଶରିପୁର ଓ ମାଣତ୍ରୀ ଗ୍ରାମରୁ ମୋଟ ୧୩୫ ଲିଟର ଦେଶୀ ମଦ ଜବତ। ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।