ହିନ୍ଦୋଳ: BCCI ର ଅନ୍ତରୀଣ ଅଧ୍ୟକ୍ଷ ହେଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା
ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲା ପ୍ରାକ୍ତନ ବିଜେପି ଯୁବମୋର୍ଚ୍ଚା ସଭାପତି ଏମ ଜେ ମହିମା।