ନୂଆପଡା: କୁଲିଆବନ୍ଧା ଗ୍ରାମ ସ୍ଥିତ ଧାନମଣ୍ଡି ପ୍ରାଙ୍ଗଣରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ
ଆଜି ୪ ଟାରେ ନୂଆପଡା ବ୍ଳକ ଅଧୀନ କୁଲିଆବନ୍ଧା ଗ୍ରାମ ସ୍ଥିତ ଧାନମଣ୍ଡି ପ୍ରାଙ୍ଗଣ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ରୋଡ଼ ରେଞ୍ଜ କର୍ମକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଯୋଗଦେଇ କର୍ମଚାରୀଙ୍କ ବିବିଧ ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।