Public App Logo
Profile Picture

Hemanta Press

@khariar.news
119160Followers
101Following
ନୂଆପଡା: କୋମନା ସ୍ଥିତ ଜିତାମିତ୍ର ହାଇସ୍କୁଲ ପଡିଆ ଠାରେ ୧୩ ତମ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
ନୂଆପଡା: ସିନାପାଲିରେ ରାତ୍ରିକାଳୀନ ବ୍ଲକିଂ ଓ ନାକା ଯାଞ୍ଚ ନେଇ ଏସପିଙ୍କ ସୂଚନା
ନୂଆପଡା: ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନତା ରଥକୁ ଶୁଭାରମ୍ଭ କରି ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ମଧୁସୂଦନ ଦାସ
ନୂଆପଡା: ତୁକଲା ଗ୍ରାମ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ପ୍ରତିକ୍ରିୟା ରଖିଲେ ତୁକଲା ସରପଞ୍ଚ
ଖରିଆର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସଚିନ ବେହେରା, ଭୁବନେଶ୍ୱର ଠାରେ ସମ୍ମାନିତ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ନୂଆପଡା: ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ
ନୂଆପଡା: ତୁକଲା ଉପେନ୍ଦ୍ର ପ୍ରଭାକର କଲେଜରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ; ପ୍ରତିକ୍ରିୟା ରଖିଲେ ବ୍ଲକ ଉପାଧ୍ୟକ୍ଷ
ଖରିଆର: ତୁକଲା ସ୍ଥିତ କଲେଜ ଠାରେ ସ୍ୱଚ୍ଛତା ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷା
ନୂଆପଡା: ଧରମବନ୍ଧା ରୁ ପଡ଼ରିପାଣି ରୋଡ ତିଆରି କଲେ ଗ୍ରାମ ବାସୀ ପ୍ରତିକ୍ରିୟା ରଖିଲେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଭକ୍ତବନ୍ଧୁ ଧରୁଆ
ନୂଆପଡା: କପରଗଡ଼କୁ ରାସ୍ତାନାହିଁ, ଦୟନୀୟ ଅବସ୍ଥାରେ  ଜଙ୍ଗଲରେ ଯାତାୟାତ ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
ନୂଆପଡା: ରେଳ ଟିକେଟ୍ ବୁକିଂ ନାମରେ ଠକେଇ: ନୂଆପଡ଼ା ଏସ୍‌ପିଙ୍କ ସଚେତନତା
ନୂଆପଡା: ନୂଆପଡ଼ାରେ ସୋଲାର ସଚେତନ ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ
ନୂଆପଡା: କୋଟିପଦର ଗ୍ରାମରେ ଚାରି ବିଭାଗର ମିଳିତ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା: ନୂଆପଡ଼ା ସହରରେ ପୋଲିସର ଜୋରଦାର ଏମ୍‌ଭି ଯାଞ୍ଚ ଅଭିଯାନ
ଖରିଆର: ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମ୍ପୂର୍ଣ୍ଣ ମାନସିକ ଓ ବ୍ୟକ୍ତିତ୍ୱ ବିକାଶ ନିମନ୍ତେ କାର୍ଯ୍ୟକ୍ରମ
ନୂଆପଡା: ପ୍ରବାସ ପ୍ରଥା ହ୍ରାସ ଲକ୍ଷ୍ୟରେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ
ନୂଆପଡା: କୋମନା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସିଡ୍ ଆକ୍ରମଣ ପୀଡ଼ିତଙ୍କ ଆଇନ ସହାୟତା ନେଇ ସଚେତନତା କାର୍ଯ୍ୟକ୍ରମ
ନୂଆପଡା: ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଖଡ଼ିଆଳରେ ସଚେତନତା ଶୋଭାଯାତ୍ରା ପରେ ପ୍ରତିକ୍ରିୟା ରଖିଲେ ଛାତ୍ରୀ
ନୂଆପଡା: ନୂଆପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ପରିଚାଳନା ସଚେତନତା କର୍ମଶାଳା
ଖରିଆର: ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଖଡ଼ିଆଳରେ ସଚେତନତା ଶୋଭାଯାତ୍ରା ପରେ ପ୍ରତିକ୍ରିୟା ରଖିଲେ ଛାତ୍ରୀ ଦିବ୍ୟାସା ପାଣିଗ୍ରାହୀ
ନୂଆପଡା: ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୂଆପଡା: ଖରିଆର ରୋଡ଼ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭତ୍ତା ବଣ୍ଟନ ଉତ୍ସବ ଅନୁଷ୍ଠିତ
ନୂଆପଡା: ସନବାହାଲି ଗାଁରୁ ୮ ଫୁଟର ଅଜଗର ଉଦ୍ଧାର
ନୂଆପଡା: ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଖଡ଼ିଆଳରେ ସଚେତନତା ଶୋଭାଯାତ୍ରା
ନୂଆପଡା: ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବିରେ ନୂଆପଡ଼ାରେ କଂଗ୍ରେସର ପ୍ରତିବାଦ ସଭା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଘେରାଉ