Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପୋଲସରା: କୁଆନଳା ଗ୍ରାମ ନିକଟ ନଦୀରେ ବୁଡ଼ି ଜଣେ ବୃଦ୍ଧ ମୃତ

Polasara, Ganjam | Nov 1, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କୁଆନଳା ଗ୍ରାମ ନିକଟ ବାଘୁଆ ନଦିରେ ବୁଡ଼ି ଯେଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି l ମୃତ ବୃଦ୍ଧ ସେହି ଗ୍ରାମର ବାଞ୍ଛାନିଧି ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ବାଞ୍ଛାନିଧି ସବୁଦିନ ଭଳି ଆଜି ମଧ୍ୟ ଗ୍ରାମ ପାଖ ବାଘୁଆ ନଦୀ କୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଇଥିଲେ l