Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଧର୍ମଗଡ: କଳାହାଣ୍ଡି ଉତ୍ସବ ଉପଲକ୍ଷେ ବଣ୍ଡାକୁଟୁରା ଓ ବଡ଼ବସୁଲ ଠାରୁ ମହିଳା ଓ ପୁରୁଷ ଙ୍କ ଗଣଦୌଡ ପ୍ରତିଯୋଗିତା

Dharamgarh, Kalahandi | Jan 13, 2026
ଧର୍ମଗଡ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉପଲକ୍ଷେ ପୁରୁଷ ଓ ମହିଳା ଙ୍କ ଗଣଦୌଡ ପ୍ରତିଯୋଗୀତା ଆଜି ଅନୁଷ୍ଠିତ ହୋଇଯାଇଛି। ପୁରୁଷ ଙ୍କ ପାଇଁ ଜୁନାଗଡ ବ୍ଲକ ଅନ୍ତର୍ଗତ ବଣ୍ଡାକୁଟୁରା କର୍ତ୍ତବ୍ୟ ଅନୁଷ୍ଠାନ ଖେଳ ପଡିଆ ଠାରୁ ଧର୍ମଗଡ ଉତ୍ସଵ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତହୋଇଥିବା ବେଳେ ମହିଳା ଙ୍କ ଗଣଦୌଡ଼ ସ୍ଥାନୀୟ ବଡବସୁଲ ଖେଳ ପଡିଆ ଠାରୁ ଆରମ୍ଭ ହୋଇଥିଲା।

MORE NEWS