ଢେଙ୍କାନାଳ ଥୀଙ୍କର୍ସ ଫୋରମ ପକ୍ଷରୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଅଗ୍ନିକନ୍ୟା ନନ୍ଦିନୀ ଶତପଥି ଙ୍କ ୯୫ତମ ଜନ୍ମ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି
ଆଜି ଢେଙ୍କାନାଳ ଥୀଙ୍କର୍ସ ଫୋରମ ପକ୍ଷରୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ଅଗ୍ନିକନ୍ୟା ନନ୍ଦିନୀ ଶତପଥି ଙ୍କ ୯୫ତମ ଜନ୍ମ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ସେ କେବଳ ଜଣେ ଦୃଢ଼ଚେତା ରାଜନେତ୍ରୀ ନୁହେଁ, ବରଂ ଜଣେ ପ୍ରଖ୍ୟାତ ସାହିତ୍ୟିକା ଓ ନାରୀ ସଶକ୍ତିକରଣର ପ୍ରତୀକ ଥିଲେ। ତାଙ୍କର ସାହସ, ନେତୃତ୍ୱ ଓ ସମାଜ ପ୍ରତି ଅବଦାନ ଓଡ଼ିଶା ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ। ତାଙ୍କ ଆଦର୍ଶମୟ ଜୀବନ ଓ ସଂଘର୍ଷର ଗାଥା ଆଗାମୀ ପିଢ଼ୀ ପାଇଁ ଚିରନ୍ତନ ପ୍ରେରଣା।
Dhenkanal Sadar, Dhenkanal | Jun 9, 2026