କାମାକ୍ଷାନଗର: ଓରିଙ୍ଗା ବାଲିସାହିରେ ଗାଁ ଭିତରେ ପଶି ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଚୋରଙ୍କୁ ଧରିଲେ ଗ୍ରାମବାସୀ ବୁଧବାର ୭ଟାରେ ପୋଲିସର ଜିମାଦେଲେ
ଓରିଙ୍ଗା ବାଲିସାହିରେ ଗାଁ ଭିତରେ ପଶି ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଚୋରଙ୍କୁ ଧରିଲେ ଗ୍ରାମବାସୀ ବୁଧବାର ୭ଟାରେ ପୋଲିସର ଜିମାଦେଲେ । ଗାଁ ଦାଣ୍ଡରେ ଅଟକ ରଖିଲେ ବିଦ୍ୟୁତ ତାର ଚୋରକୁ ।କମାକ୍ଷାନଗର ଥାନା ଓରିଙ୍ଗା ବାଲିସାହି ଗ୍ରାମରେ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଧରାହେଲେ ଚୋର l ଧରା ପଡିବା ପରେ ଚୋରଙ୍କୁ ଗାଁ ଦାଣ୍ଡରେ ଅଟକ ରଖିବା ସହ ବୁଧବାର ପୋଲିସ ର ଜିମା ଦେଲେ ଗ୍ରାମବାସୀ l