ସୁନ୍ଦରଗଡ ସହର: କୁଆଁର ମାଲ ଛକରୁ ଦୁଇ ମଦ୍ୟପ ବାଇକ ଚାଳକ ଧରୁଆ ଡିହି ପୋଲିସ ଦ୍ବାରା ଥାନାରେ ଅଟକ, ବାଇକ ଜବତ
ଆଜି ଅକ୍ଟୋବର 18 ତାରିଖ ଶନିବାର ସନ୍ଧ୍ୟା 5:30 ସମୟରେ ଏହି ମଦ୍ୟପ ବାଇକ ଚାଳକ ଦୁଇ ଜଣ ପୋଲିସ ହାତରେ ଧରା ପଡ଼ିଛନ୍ତି। ଧରୁଆ ଡିହି ପୋଲିସ ଉଭୟ ଚାଳକଙ୍କୁ ନେଇ ଡାକ୍ତରୀ ମାଇନା କରିବା ପରେ ସେମାନଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି। ଦୁଇ ମଦ୍ୟପ ଚାଳକ ହେଲେ - ଆଶିଷ ଧରେଇ, କୁଆଁର ମାଲ, ଧରୁଆ ଡିହି ଓ ହରେଶ ବିଶ୍ଵାଳ, ପ୍ରଗତି ବିହାର, କ୍ଷେତ ରାଜ ପୁର, ସମ୍ବଲପୁର । ଏମାନଙ୍କ ନାମରେ ଦୁଇଟି ମମାଲା ରୁଜ୍ଜୁ କରିଛନ୍ତି ଧରୁଆ ଡିହି ପୋଲିସ। 205 ନମ୍ୱର ମାମଲା ଆଶିଷ ନମାରେ ରୁଜ୍ଜୁ ହୋଇଥିବା ବେଳେ ତାଙ୍କ ନିକଟରୁ OD -15Y-0811 ଜବତ ହୋଇଛି, ସେହିପରି ହରେଶ ନାମରେ 206 ରେ ଏକ ମାମଲ