ପାରଳାଖେମୁଣ୍ଡି: ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଠାରେ ମହିଳା ମାନଙ୍କୁ ଧୂପକାଠି ଏବଂ ଫିନାଇଲ ତିଆରି ତାଲିମ ପ୍ରଦାନ
ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଠାରେ ମହିଳା ମାନଙ୍କୁ ଧୂପକାଠି ଏବଂ ଫିନାଇଲ ତିଆରି ତାଲିମ ପ୍ରଦାନ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଠାରେ ଆଜି ମହିଳା ମାନଙ୍କୁ ନେଇ ହାତ ତିଆରି ଧୂପକାଠି ଏବଂ ଫିନାଇଲ ତାଲିମ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି 12 ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ସାନତୁଣ୍ଡି ଗ୍ରାମ ପଂଚାୟତର ବଡତୁଣ୍ଡି ଗ୍ରାମରେ ଅନୁଷ୍ଠିତ ହେଇଛି । ଏଥିରେ ରେମ୍ପି ଏବଂ ବଡତୁଣ୍ଡି ଗ୍ରାମର ମୋଟ 35 ଜଣ ମହିଳା ତାଲିମରେ ଉପସ୍ଥିତ