ପୁରୀ: ଭାରତୀୟ ମହିଳା ହକି ଦଳ ପାଇଁ ବାଲୁକାଶିଳ୍ପୀ ମାନସ ସାହୁଙ୍କ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି
Puri, Puri | Oct 3, 2026
ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣ ପଦକ ବିଜୟ ଉପଲକ୍ଷେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ପୁରୀରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ନିର୍ମାଣ କରିଛନ୍ତି। ୪୪ ମିନିଟ୍ରେ ପ୍ରସ୍ତୁତ ଏହି କଳାକୃତି ମାଧ୍ୟମରେ ସେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।