ପାରଳାଖେମୁଣ୍ଡି: ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜନ୍ମ ଜୟନ୍ତି ପାଳନ
ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ମନମୋହନ ସିଂହଙ୍କ ଜନ୍ମ ଜୟନ୍ତି ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ନ ୫ଘଣ୍ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ବର୍ଗିୟ ମନମୋହନ ସିଂହଙ୍କ ଜନ୍ମ ଜୟନ୍ତି ନଗର କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇ ଯାଇଛି। ପଞ୍ଜାବର ଘାଆ ଜିଲାରେ ଶ୍ବର୍ଗିୟ ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତରେ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶ୍ବର୍ଗିୟ ସିଂହ ଙ୍କ ଆଜି ସନ୍ଧ୍ୟା ରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ୯୩ ତ୍ତମ ଜ